5th Phase Voting: ଶାନ୍ତିଶୃଙ୍ଖଳାରେ ଭଦ୍ରକରେ ମତଦାନ

By

Published : Feb 24, 2022, 12:29 PM IST

Updated : Feb 3, 2023, 8:17 PM IST

thumbnail

ଭଦ୍ରକ: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ଭଦ୍ରକରେ ମଧ୍ୟ ମତଦାନ ପ୍ରକ୍ରିୟା ଜାରିରହିଛି । ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁ ଥିବାବେଳେ ନୂଆ ଭୋଟରଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ପଞ୍ଚମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏନେଇ ଧାମନଗର ବ୍ଲକ 10 ନମ୍ବର ଜୋନ ଭଗବାନପୁର ପଞ୍ଚାୟତରୁ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭଦ୍ରକ ପ୍ରତିନିଧି ଦେବାଶିଷ ମହାପାତ୍ର ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.