Ragi Uthappam: ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ମାଣ୍ଡିଆ, ବନାନ୍ତୁ ମାଣ୍ଡିଆ ଉଥପ୍ପମ୍

By

Published : Sep 28, 2022, 2:21 PM IST

Updated : Feb 3, 2023, 8:28 PM IST

thumbnail

ହାଇଦ୍ରାବାଦ: ଆପଣ ଉତ୍ଥପମ୍ ତ ଖାଇଥିବେ ନିଶ୍ଚୟ । ଗରମ ଗରମ ଉତ୍ଥପମ ସହ ଆଳୁ ତରକାରୀ ସ୍ବାଦ ଏକଦମ ଅଲଗା । ତେବେ ମାଣ୍ଡିଆ ଉଥପ୍ପମ୍‌ ଖାଇଛନ୍ତି କି । ମାଣ୍ଡିଆ ଶରୀର ପାଇଁ ହିତକର । ମଧୁମେହ ହୃଦରୋଗରୁ ମାଣ୍ଡିଆରୁ ତିଆରି ଖାଦ୍ୟ ଉପଶମ ଦେଇଥାଏ । ତେବେ ଆସନ୍ତୁ ଜାଣିବା ମାଣ୍ଡିଆରୁ କିପରି ତିଆରି ହୁଏ ଟେଷ୍ଟି ଟେଷ୍ଟି ଉତ୍ଥପମ । ଏହାକୁ ତିଆରି କରିବା ପାଇଁ କଣ କଣ ସାମଗ୍ରୀ ଆବଶ୍ୟକ । ତେବେ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ପ୍ରସ୍ତୁତି ଭିଡିଓ । ଶଖନ୍ତୁ ଆଉ ବନାନ୍ତୁ ଟେଷ୍ଟି ଟେଷ୍ଟି ମାଣ୍ଡିଆ ଉଥପ୍ପମ୍ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.