ETV Bharat / state

ଜୁଲାଇ 19 ଯାଏଁ ସଟଡାଉନ ସମ୍ବଲପୁର ଆଇଆଇଏମ

author img

By

Published : Jul 14, 2020, 7:49 PM IST

Sambalpur IIM shutdown till July 19
ଜୁଲାଇ 19 ଯାଏଁ ସଟଡାଉନ ସମ୍ବଲପୁର ଆଇଆଇଏମ

ସମ୍ବଲପୁର ବୁର୍ଲାର ଭିସୁଟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟଡାଉନ ହେବା ପରେ ଏବେ ଆଇଆଇଏମକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ବୁର୍ଲାରେ କୋଭିଡର ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୈଶୱାଲ ଏଭଳି ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁର: ମଙ୍ଗଳବାର ଠୁ ଆସନ୍ତା ଜୁଲାଇ 19 ଯାଏଁ ସଟଡାଉନ ସମ୍ବଲପୁର ଆଇଆଇଏମ୍ । ବୁର୍ଲାରେ କୋଭିଡର ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୈଶୱାଲ ଏଭଳି ପଦକ୍ଷେପ ନେଇଛନ୍ତି ।

ସମ୍ବଲପୁର ବୁର୍ଲାର ଭିସୁଟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟଡାଉନ ହେବା ପରେ ଏବେ ଆଇଆଇଏମକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ପୂର୍ବରୁ କୋଭିଡ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଏଠାରେ ନଥିବା ବେଳେ କେବଳ କେତେକ କର୍ମଚାରୀ ହିଁ କାର୍ଯ୍ୟରତ ଥିଲେ ।

ଜୁଲାଇ 19 ଯାଏଁ ସଟଡାଉନ ସମ୍ବଲପୁର ଆଇଆଇଏମ
ତେବେ ଆଗକୁ ପରିସ୍ଥିତି ଦେଖି ସଟଡାଉନର ଅବଧି ବଢିବ ନା ନାହିଁ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମଣ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.