ETV Bharat / state

ମଙ୍ଗଳାଘାଟ ନଦୀ ପଠାରେ ନିର୍ମାଣ କାର୍ଯ୍ୟକୁ ବିରୋଧ, ଧାରଣାରେ ଶତାଧିକ ମହିଳା

author img

By

Published : Sep 30, 2020, 10:11 AM IST

ମଙ୍ଗଳାଘାଟ ନଦୀ ପଠାରେ ନିର୍ମାଣ କାର୍ଯ୍ୟକୁ ବିରୋଧ, ଧାରଣାରେ ଶତାଧିକ ମହିଳା
ମଙ୍ଗଳାଘାଟ ନଦୀ ପଠାରେ ନିର୍ମାଣ କାର୍ଯ୍ୟକୁ ବିରୋଧ, ଧାରଣାରେ ଶତାଧିକ ମହିଳା

ସରକାରୀ ଜାଗାରେ ଅକ୍ଷୟ ପାତ୍ର ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ବିରୋଧ । ମଙ୍ଗଳାଘାଟ ନଦୀ ପଠାରେ ହେଉଥିବା ନିର୍ମାଣ ବନ୍ଦ କରିବାକୁ ଦାବି କରିବା ସହ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଏନେଇ ଶତାଧିକ ମହିଳା ସେଠାରେ ଏକାଠି ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l

ପୁରୀ: ମଙ୍ଗଳାଘାଟ ନଦୀ ପଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ହେଉଥିବା ନିର୍ମାଣକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା l ଏହି ଅଞ୍ଚଳରେ ପାରମ୍ପରିକ ଭାବେ ଶ୍ରୀମନ୍ଦିରର ଯମୁନା ଗାଧୁଆ ନୀତି ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲା l

ମଙ୍ଗଳାଘାଟ ନଦୀ ପଠାରେ ନିର୍ମାଣ କାର୍ଯ୍ୟକୁ ବିରୋଧ, ଧାରଣାରେ ଶତାଧିକ ମହିଳା

ତେବେ ଏହି ସରକାରୀ ଜାଗାରେ ଅକ୍ଷୟ ପାତ୍ର ସଂସ୍ଥା ପକ୍ଷରୁ ନିର୍ମାଣ ଆରମ୍ଭ ହେବା ବେଆଇନ୍ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି l ତୁରନ୍ତ ନିର୍ମାଣ ବନ୍ଦ କରିବାକୁ ସେମାନେ ଦାବି କରିବା ସହ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି l ଏନେଇ ଶତାଧିକ ମହିଳା ସେଠାରେ ଏକାଠି ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.