ETV Bharat / state

ଦୁର୍ଘଟଣାରେ ୨ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବିରେ ରାସ୍ତାରୋକ

author img

By

Published : Jan 29, 2021, 9:36 PM IST

ଦୁର୍ଘଟଣାରେ ୨ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବିରେ ରାସ୍ତାରୋକ
ଦୁର୍ଘଟଣାରେ ୨ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବିରେ ରାସ୍ତାରୋକ

ଦୁର୍ଘଟଣାରେ ୨ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ଓ ନୟାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା l ଅଧିକ ପଢନ୍ତୁ...

ନୟାଗଡ଼: ସିରିଜ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ । ଦୁର୍ଘଟଣାରେ ୨ ଗ୍ରାମବାସୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ଓ ନୟାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା l

ଦୁର୍ଘଟଣାରେ ୨ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବିରେ ରାସ୍ତାରୋକ

ଗୁରୁବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱl ସିରିଜ ଦୁର୍ଘଟଣାରେ ଗ୍ରାମର ପଂଚୁ ସେଠୀ ଓ ଅନ୍ତର୍ଯ୍ୟାମୀ ସାହୁଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିବାରକୁ ସରକାରୀ ସୁବିଧା ସାଙ୍ଗକୁ ଓ 10 ଲକ୍ଷ ଟଙ୍କାର କ୍ଷତି ପୂରଣ ଦାବିରେ ପୋତନଦୀ ସ୍ଥିତ ନୟାଗଡ଼ - ଖଣ୍ଡପଡ଼ା ମୁଖ୍ୟ ଅବରୋଧ କରିଥିଲେ ଗ୍ରାମବାସୀ l ଫଳରେ ଦୀର୍ଘ ସମୟ ଧରି ଶହ ଶହ ଯାନବାହାନ ରାସ୍ତା ଉପରେ ଅଟକି ରହିଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.