ETV Bharat / state

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ବାର‌ହା

author img

By

Published : Oct 31, 2020, 12:39 PM IST

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ବାର୍‌ହା
ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ବାର୍‌ହା

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲେ 3 ଟି ବାରହା । ଖୋର୍ଦ୍ଧା ଜିଲ୍ଲା ଗୁଡୁମ ନିକଟସ୍ଥ ନୀଳକଣ୍ଠପୁର ଶିବ ମନ୍ଦିର ନିକଟରେ ଥିବା କୂଅରେ ଏହି ଘଟଣା ଘଟିଛି । ସମ୍ପୂର୍ଣ୍ଣ ପଢନ୍ତୁ..

ଖୋର୍ଦ୍ଧା: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା 3ଟି ବାରହା । ଖୋର୍ଦ୍ଧା ଜିଲ୍ଲା ଗୁଡୁମ ନିକଟସ୍ଥ ନୀଳକଣ୍ଠପୁର ଶିବ ମନ୍ଦିର ନିକଟରେ ଥିବା କୂଅରେ ଏହି ଘଟଣା ଘଟିଛି । ଆଜି ସକାଳୁ ଗ୍ରାମବାସୀ କୂଅରେ ବରାହା ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଅଗ୍ନିଶମ ବିଭାଗର ସହାୟତାରେ କୂଅରେ ପଡିଥିବା 3ଟି ବାରହାକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଭୀମସେନ ସାହୁଙ୍କ କୂଅରୁ 2ଟି ଓ ଦୈତାରୀ ସାହୁଙ୍କ କୂଅରୁ ଗୋଟିଏ ବାର୍‌ହା ଉଦ୍ଧା ହୋଇଛି ।

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ବାର୍‌ହା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.