ETV Bharat / state

ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି

author img

By

Published : Oct 9, 2020, 12:02 PM IST

road accident in khordha
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଇକକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି । ଅଧିକ ପଢନ୍ତୁ...

ଖୋର୍ଦ୍ଧା : ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ସୁମନ୍ତ ଖଟେଇ ତାର ଘର ଟାଙ୍ଗୀ ଥାନା ନଇରୀ ଗ୍ରାମରେ ବୋଲି ଜଣା ପଡିଛି ।

ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ, ତଦନ୍ତ ଜାରି

ସୂଚନା ଅନୁଯାୟୀ ସୁମନ୍ତ ଏକ ବାଇକରେ ଘରକୁ ଫେରୁଥିବା ବେଳେ ନାଚୁଣୀ ହରିପୁର ରାସ୍ତାରେ ଏକ ସ୍କୁଟି ସହ ତାଙ୍କ ବାଇକ ମଧ୍ୟ୍ୟରେ ଧକ୍କା ହୋଇଥିଲା । ଫଳରେ ସୁମନ୍ତ ବାଇକରୁ ଛିଟିକି ପଡିବା ଯୋଗୁଁ ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁମନ୍ତଙ୍କୁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.