ETV Bharat / state

କଳାହାଣ୍ଡିରେ ଯୋଗଦେଲେ ନୂଆ ଜିଲ୍ଲାପାଳ, ଅଧ୍ୟୁଷିତ ଅଞ୍ଚଳକୁ ବିଶେଷ ଗୁରୁତ୍ବ

author img

By

Published : Jun 27, 2022, 5:13 PM IST

Updated : Jun 27, 2022, 5:41 PM IST

କଳାହାଣ୍ଡିରେ ଯୋଗଦେଲେ ନୂଆ ଜିଲ୍ଲାପାଳ
କଳାହାଣ୍ଡିରେ ଯୋଗଦେଲେ ନୂଆ ଜିଲ୍ଲାପାଳ

କଳାହାଣ୍ଡିରେ ନୂତନ ଜିଲ୍ଲାପାଳ ଭାବେ ପି ଅନ୍ବେଷା ରେଡ୍ଡି ଦାୟିତ୍ବ ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ଯୋଗଦେଲେ ନୂତନ ଜିଲ୍ଲାପାଳ । କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପି ଅନ୍ବେଷା ରେଡ୍ଡି । ପୂର୍ବତନ ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବରେ ବଦଳି କରିଥିଲେ ସରକାର ।

କଳାହାଣ୍ଡିରେ ଯୋଗଦେଲେ ନୂଆ ଜିଲ୍ଲାପାଳ, ଅଧ୍ୟୁଷିତ ଅଞ୍ଚଳକୁ ବିଶେଷ ଗୁରୁତ୍ବ

ଦାୟିତ୍ଵ ଗ୍ରହଣ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାର ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଶିକ୍ଷାକ୍ଷେତ୍ରରେ ଅଗ୍ରଗତି କରାଯିବ । ତେବେ ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟ ପଥରେ ଚାଲିବା ପାଇଁ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡି ।

ଇଟିଭି ଭାରତ, କଳାହାଣ୍ଡି

Last Updated :Jun 27, 2022, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.