ETV Bharat / state

ହାଇକୋର୍ଟରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

author img

By

Published : Jan 4, 2023, 6:55 AM IST

cuttack high court
ହାଇକୋର୍ଟ

ଖାଦ୍ୟ ସୁରକ୍ଷା ଯୋଜନା ନେଇ ହାଇକୋର୍ଟଙ୍କ ରାୟ । ଯୋଜନାର କାର୍ଯ୍ୟକ୍ରମ ନେଇ ହାଇକୋର୍ଟଙ୍କ ପ୍ରଶ୍ନ । ଆସନ୍ତା ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

କଟକ: ହାଇକୋର୍ଟରେ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କିତ ଜନସ୍ୱାର୍ଥ ମାମଲା ପ୍ରସଙ୍ଗ । ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ ହାଇକୋର୍ଟ । ଯୋଜନାକୁ ବ୍ୟାପକ କରିବା ପାଇଁ କଣ କାର୍ଯ୍ୟକ୍ରମ କରାଯାଇଛି ସେନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ କଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ କୋର୍ଟ ଧାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.