ETV Bharat / state

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ

author img

By

Published : Nov 4, 2020, 10:54 PM IST

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବଡଭାଇ ମୃତ ସାନ ଭାଇ ଗୁରୁତର । ଅଧିକ ପଢନ୍ତୁ ....

ଅନୁଗୋଳ: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଜଣେ ହତ୍ୟାର ଶିକାର ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଅନୁଗୋଳ ଥାନା ହରିବେରିଣୀ ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ଦୁଷ୍ମନ୍ତ ସେନାପତି । ସାନ ଭାଇ ଦୁଃଶାସନ ଗୁରୁତର ଅଛନ୍ତି ।

ତେବେ ଜମିବାଡି ବିବାଦକୁ କେନ୍ଦ୍ର କରି ଘଟଣା ଘଟିଥିବା ପୋଲିସର ସୂଚନା ଦେଇଛି । ସେହିଭଳି ଗୁରୁତର ଦୁଃଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.