ETV Bharat / city

କୋଣାର୍କ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: କୁଚିପୁଡି-ଓଡିଶୀରେ ବିମୋହିତ ଦର୍ଶକ

author img

By

Published : Dec 5, 2019, 11:55 AM IST

Updated : Dec 5, 2019, 12:04 PM IST

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ
କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଭାରତ ଭାରତୀ । କୁଚିପୁଡି ଶାସ୍ତ୍ରୀୟ ନୃତ୍ୟରେ ଭାରତୀ ଜନନୀଙ୍କ ଅବସ୍ଥିତି, ଭାରତର କଳା ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାରତ ଅହିଂସା ପ୍ରତୀକର ବାର୍ତ୍ତାକୁ ନୃତ୍ୟ ମାଧ୍ୟମରେ ପରଶି ଦେଇଥିଲେ କୁଚିପୁଡି କଳାକାର ।

ପୁରୀ: ଅନୁଷ୍ଠିତ ହୋଇଛି ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା । ମୁକ୍ତାକାଶ ରଙ୍ଗ ମଞ୍ଚରେ ଆଧ୍ୟାତ୍ମିକ ଭାବରେ ବିହ୍ଵଳିତ ହୋଇଛନ୍ତି ଦର୍ଶକେ । କୁଚିପୁଡି ଓ ଓଡିଶୀ ନୃତ୍ୟ ମାଧ୍ୟମରେ କଳାକାର ଦେଶ ଭକ୍ତି ଓ ପୁରାଣ ପ୍ରସଙ୍ଗକୁ ଅତି ନିଖୁଣର ସହିତ ଉପସ୍ଥାପନା କରିଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଯାହାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ ।

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା: ଆଧାତ୍ମିକ ଭାବରେ ବିହ୍ଵଳିତ ଦର୍ଶକ

କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଭାରତ ଭାରତୀ । କୁଚିପୁଡି ଶାସ୍ତ୍ରୀୟ ନୃତ୍ୟରେ ଭାରତୀ ଜନନୀଙ୍କ ଅବସ୍ଥିତି, ଭାରତର କଳା ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାରତ ଅହିଂସା ପ୍ରତୀକର ବାର୍ତ୍ତାକୁ ନୃତ୍ୟ ମାଧ୍ୟମରେ ପରଶି ଦେଇଥିଲେ କୁଚୁପୁଡି କଳାକାର ।

ନୃତ୍ୟଗୁରୁ ଦମ୍ପତ୍ତି ରାଜା ଓ ରାଧା ରେଡ୍ଡିଙ୍କ ସଂଯୋଜନାରେ ପଦର୍ଶନ ନୃତ୍ୟ ସମସ୍ତଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲା । ଏହାପରେ ଓଡିଶୀ ନୃତ୍ୟ ମାଧ୍ୟମରେ ପ୍ରହ୍ଲାଦ ନାଟକର ଶାସ୍ତ୍ରୀୟ ରୂପାନ୍ତର କରିବା ସହ ନୃସିଂହ ଅବତାରକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ କଳାକାର। । ଡଃ ଶାନ୍ତୁନ କୁମାର ରଥଙ୍କ କଳାତ୍ମକ ସଂରଚନା ଓ ଗୁରୁ ରାମହରିଙ୍କ ସଂଯୋଜନାରେ ଏହି ନୃତ୍ୟରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀଙ୍କଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟା Body:ଆର୍ନ୍ତଜାର୍ତିକ ଖ୍ୟାତି ସଂପନ୍ନ କୋଣାର୍କ ଉତ୍ସବର 4ର୍ଥ ସଂଧ୍ୟା ମୁକ୍ତାକାଶ ରଙ୍ଗ ମଞ୍ଚ ରେ ଆଧାତ୍ମିକ ଭାବ ରେ ବିହ୍ଵଳିତ ହୋଇ ଛନ୍ତି ଦର୍ଶକ । କୁଚୁପୁଡି ଓ ଓଡିଶୀ ନୃତ୍ୟ ମାଧ୍ୟମରେ କଳାକାର ମାନେ ଦେଶ ଭକ୍ତି ଓ ପୁରାଣ ପ୍ରସଙ୍ଗକୁ ଅତି ନିଖୁଣାର ସହିତ ଉପସ୍ଥାପନା କରିଥିବା ବେଳେ ଏହା ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା, ଯାହାକୁ ଧରି ମନଭରି ଉପଭୋଗ କରିଥିଲେ ଦର୍ଶକ ।
କୋଣାର୍କ ଉତ୍ସବ 4ର୍ଥ ସଂଧ୍ୟାର ପ୍ରଥମ ଚରଣରେ ଉପସ୍ଥାପିତ ହୋଇଥିଲା ଭାରତ ଭାରତୀ । କୁଚୁପୁଡି ଶାସ୍ରିୟ ନୃତ୍ୟରେ ଭାରତୀ ଜନନୀଙ୍କ ଅବସ୍ଥିତି , ଭାରତର କଳା ସଂସ୍କୃତି, ସଙ୍ଗୀତ, ନୃତ୍ୟ, ଭାରତ ଅହିଂସାର ପ୍ରତୀକ ର ବାର୍ତ୍ତା କୁ ନୃତ୍ୟ ମାଧ୍ୟମରେ ପରଶି ଦେଇଥିଲେ କୁଚୁପୁଡି କଳାକାର ମାନେ । ନୃତ୍ୟ ଗୁରୁ ଦଂପତ୍ତି ରାଜା ଓ ରାଧା ରେଡ୍ଡିଙ୍କ ସଂଯୋଜନା ରେ ପଦର୍ଶନ ନୃତ୍ୟ ସମସ୍ତଙ୍କୁ ଅ।କୃଷ୍ଟ କରିବାରେ ସକ୍ଷମ ହୋଇଥିଲା।। ଏହାପରେ ଓଡିଶୀ ନୃତ୍ୟ ମାଧ୍ୟମରେ ଫ୍ରହ୍ଲାଦ ନାଟକର ଶାସ୍ରୀୟ ରୂପାନ୍ତର ମାଧ୍ୟମରେ ବିଷ୍ଣୁଙ୍କ ନୃସିଂହ ଅବତାର, କୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ କଳାକାର ମାନେ । ଡଃ ଶାନ୍ତୁନ କୁମାର ରଥ ଙ୍କ କଳାତ୍ମକ ସଂରଚନା ଓ ଗୁରୁ ରାମହରି ଙ୍କ ସଂଯୋଜନା ରେ ଏହି ନୃତ୍ୟ ରେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ସାଥୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଓଡିଶୀ ନୃତ୍ୟ ।
ବାଇଟ-ଦିପିକା ପ୍ରିୟ ଦର୍ଶିନୀ ଓଡିଶୀ - ନୃତ୍ୟ ଶିଳ୍ପୀ
ବାଇଟ-ନୁରସ ,, କୁଚୁ ପୁଡି ନୃତ୍ୟ ଶିଳ୍ପୀ
ବାଇଟ3,, ରାଜା ରାଜ ,, କୁଚିପୁଡି ନୃତ୍ୟ ଗୁରୁ



ପୁରୀରୁ ଶକ୍ତି ପ୍ରସାଦ ମିଶ୍ରConclusion:
Last Updated :Dec 5, 2019, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.