ETV Bharat / city

ସେଣ୍ଟ୍ରାଲ ଟିମ ରିପୋର୍ଟ ଦେଲେ ମିଳିବ କ୍ଷତିପୂରଣ: କଟକ ଜିଲ୍ଲାପାଳ

author img

By

Published : Dec 13, 2021, 9:55 PM IST

ସେଣ୍ଟ୍ରାଲ ଟିମ ରିପୋର୍ଟ ଦେଲେ ମିଳିବ କ୍ଷତିପୂରଣ: Cuttack Collector
ସେଣ୍ଟ୍ରାଲ ଟିମ ରିପୋର୍ଟ ଦେଲେ ମିଳିବ କ୍ଷତିପୂରଣ: Cuttack Collector

ରାଜ୍ୟରେ ବାତ୍ୟା ଜଓ୍ବାଦର ପ୍ରଭାବ । କ୍ଷୟକ୍ଷତି ଆକଳନ କରିବା ପାଇଁ କଟକରେ ପହଞ୍ଚିଛି ସେଣ୍ଟ୍ରାଲ ଟିମ । ଅଧିକ ପଢନ୍ତୁ

କଟକ : ବାତ୍ୟା ଜଓ୍ବାଦର ପ୍ରଭାବରେ ରାଜ୍ୟ ହୋଇଥିବା କ୍ଷୟକ୍ଷତି ଆକଳନ କରିବା ପାଇଁ କଟକ ଜିଲ୍ଲାରେ ପହଞ୍ଚିଛି ସେଣ୍ଟ୍ରାଲ ଟିମ । ଏହି ପରିପେକ୍ଷିରେ ଟିମ କଟକ ଜିଲ୍ଲା ସଦର ଅଞ୍ଚଳର ନିଆଳି କଣ୍ଟାପଡା ଏବଂ ନିଶ୍ଚିତକୋଇଲି ବ୍ଲକ ଗସ୍ତ କରି କ୍ଷୟକ୍ଷତି ଆକଳନ କରିଛନ୍ତି ।

ସେଣ୍ଟ୍ରାଲ ଟିମ ରିପୋର୍ଟ ଦେଲେ ମିଳିବ କ୍ଷତିପୂରଣ: Cuttack Collector

ତେବେ ସେଣ୍ଟ୍ରାଲ ଟିମ ଖୁବଶିଘ୍ର ଏହାର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବ ବୋଲି ଜଣାପଡ଼ଛି । ସେପଟେ ସେଣ୍ଟ୍ରାଲ ଟିମ ରିପୋର୍ଟର ହସ୍ତଗତ ହୋଇନାହିଁ । ରିପୋର୍ଟ ହସ୍ତଗତ ହେଲେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.