ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 666 କୋରୋନା ଆକ୍ରାନ୍ତ

author img

By

Published : Sep 1, 2021, 7:14 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 666 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 666 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଦିନକରେ 666 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 93 ହଜାର 901ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 666 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 267 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 93 ହଜାର 901 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • 10 from Sundargarh
    9 from Deogarh
    9 from Dhenkanal
    9 from Nayagarh
    8 from Bhadrak
    6 from Mayurbhanj
    4 from Ganjam
    4 from Kandhamal
    3 from Koraput
    3 from Nuapada
    1 from Bolangir
    1 from Sonepur
    63 from State Pool

    The total recovered cases of Odisha now stand at 993901

    — H & FW Dept Odisha (@HFWOdisha) September 1, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରେ କଟକରୁ 60, ପୁରୀରୁ 25,ଅନୁଗୋଳରୁ 20, ବଲାଙ୍ଗୀରରୁ 1, ବରଗଡ଼ରୁ 18, ଯାଜପୁରରୁ 32, ମୟୂରଭଞ୍ଜରୁ 6, ଗଞ୍ଜାମରୁ 4, କେନ୍ଦୁଝରରୁ 12, ନୟାଗଡ଼ରୁ 9, ଜଗତସିଂହପୁରରୁ 22, କୋରାପୁଟରୁ 3, ବାଲେଶ୍ବରରୁ 46, ଭଦ୍ରକରୁ 8, କେନ୍ଦ୍ରାପଡ଼ାରୁ 13, ଦେବଗଡ଼ରୁ 9, ସୋନପୁରରୁ 1, ସୁନ୍ଦରଗଡରୁ 10, କନ୍ଧମାଳରୁ 4 ଓ ଷ୍ଟେଟ୍‌ ପୁଲ୍‌ରୁ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.