ETV Bharat / city

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ

author img

By

Published : Sep 28, 2021, 8:59 PM IST

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 634 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 12 ହଜାର 116ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 634 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 269 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 12 ହଜାର 116 ଜଣ ସୁସ୍ଥ ହୋଇଛନ୍ତି ।

  • Another 634 Covid patients have recovered and are being discharged on 28.09.2021

    269 from Khordha
    73 from Cuttack
    31 from Bhadrak
    30 from Baleswar
    28 from Jagatsinghpur
    27 from Jajapur
    19 from Puri
    14 from Mayurbhanj
    13 from Anugul
    12 from Sambalpur
    9 from Kendrapara

    — H & FW Dept Odisha (@HFWOdisha) September 28, 2021 " class="align-text-top noRightClick twitterSection" data=" ">


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୩, ପୁରୀରୁ ୧୯, ବରଗଡ଼ରୁ ୩, ଯାଜପୁରରୁ ୨୭, ମୟୂରଭଞ୍ଜରୁ ୧୪, ରାୟଗଡ଼ାରୁ ୨, ଗଞ୍ଜାମରୁ ୩, ଢେଙ୍କାନାଳରୁ ୮, କେନ୍ଦୁଝରରୁ ୨, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୮, ଝାରସୁଗୁଡାରୁ ୫, ସମ୍ବଲପୁରରୁ ୧୨, ସୋନପୁରରୁ ୧, କୋରାପୁଟରୁ ୪, ବାଲେଶ୍ବରରୁ ୩୦, ଭଦ୍ରକରୁ ୩୧, ଦେବଗଡ଼ରୁ ୧, ସୁନ୍ଦରଗଡରୁ ୬, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1012116

    — H & FW Dept Odisha (@HFWOdisha) September 28, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.