ETV Bharat / city

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 579 କୋରୋନା ଆକ୍ରାନ୍ତ

author img

By

Published : Oct 2, 2021, 7:45 PM IST

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 579 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 579 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 579 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 14ହଜାର 412ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ଶନିବାର) ରାଜ୍ୟରେ 579 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 283 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 14 ହଜାର 412 ଜଣ ସୁସ୍ଥ ହୋଇଛନ୍ତି ।

  • Another 579 Covid patients have recovered and are being discharged on 02.10.2021

    283 from Khordha
    41 from Cuttack
    29 from Baleswar
    28 from Jagatsinghpur
    23 from Sambalpur
    19 from Jajapur
    13 from Anugul
    13 from Mayurbhanj
    12 from Puri
    10 from Bhadrak
    10 from Sundargarh

    — H & FW Dept Odisha (@HFWOdisha) October 2, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୪୧, ପୁରୀରୁ ୧୨, ଅନୁଗୋଳରୁ ୧୩, କେନ୍ଦ୍ରାପଡାରୁ ୧, ସୁବର୍ଣ୍ଣପୁରରୁ ୫,ବାଲେଶ୍ବରରୁ ୨୯, ଯାଜପୁରରୁ ୧୯, ମୟୂରଭଞ୍ଜରୁ ୧୩, ରାୟଗଡ଼ାରୁ ୩, ଗଞ୍ଜାମରୁ ୩, କେନ୍ଦୁଝରରୁ ୧, ନୟାଗଡ଼ରୁ ୩, କୋରାପୁଟରୁ ୨, ଝାରସୁଗୁଡାରୁ ୨, ଭଦ୍ରକରୁ ୧୦, ଦେବଗଡ଼ରୁ ୨, ସମ୍ବଲପୁରରୁ ୨୩, ମାଲକାନଗିରିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • The total recovered cases of Odisha now stand at 1014412

    — H & FW Dept Odisha (@HFWOdisha) October 2, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.