ETV Bharat / city

ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ

author img

By

Published : Oct 6, 2021, 7:27 PM IST

ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 429 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 429 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 16ହଜାର 594ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ବୁଧବାର) ରାଜ୍ୟରେ 429 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬୨ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 16ହଜାର 594ଜଣ ସୁସ୍ଥ ହୋଇଛନ୍ତି ।

  • Another 429 Covid patients have recovered and are being discharged on 06.10.2021

    162 from Khordha
    70 from Cuttack
    38 from Baleswar
    22 from Jajapur
    18 from Jagatsinghpur
    14 from Mayurbhanj
    11 from Anugul
    11 from Sambalpur
    7 from Bhadrak
    6 from Puri
    5 from Ganjam
    5 from Sundargarh

    — H & FW Dept Odisha (@HFWOdisha) October 6, 2021 " class="align-text-top noRightClick twitterSection" data=" ">

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୦, ଅନୁଗୋଳରୁ ୧୧,ପୁରୀରୁ ୬, ଯାଜପୁରରୁ ୩୮, ମୟୂରଭଞ୍ଜରୁ ୧୪, ଗଞ୍ଜାମରୁ ୫, କେନ୍ଦୁଝରରୁ ୪, ଜଗତସିଂହପୁରରୁ ୧୮, ସମ୍ବଲପୁରରୁ ୧୧, ସୋନପୁରରୁ ୧, କୋରାପୁଟରୁ ୩, ବାଲେଶ୍ବରରୁ ୩୮, ଭଦ୍ରକରୁ ୭, ନୂଆପଡାରୁ ୧, ଦେବଗଡ଼ରୁ ୨ ଓ ସୁନ୍ଦରଗଡରୁ ୫, ବରଗଡରୁ ୧, କନ୍ଧମାଳରୁ ୨ ଓ ଷ୍ଟେଟପୁଲରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

  • 4 from Kendrapara
    4 from Keonjhar
    3 from Bolangir
    3 from Koraput
    2 from Deogarh
    2 from Kandhamal
    2 from Rayagada
    1 from Bargarh
    1 from Nuapada
    1 from Sonepur
    37 from State Pool

    The total recovered cases of Odisha now stand at 1016594

    — H & FW Dept Odisha (@HFWOdisha) October 6, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.