ETV Bharat / city

ଭୋଟ କିଣିବା ପାଇଁ ବିଜେଡି ଟେଣ୍ଡର ଡାକିଛି: ବିଷ୍ଣୁ ସେଠୀ

author img

By

Published : May 21, 2022, 9:10 PM IST

ବିଷ୍ଣୁ ସେଠୀ
ବିଷ୍ଣୁ ସେଠୀ

ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା 31 ରେ ମତଦାନ ହେବ । ଏହାକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି କଂଗ୍ରେସ ଯଦି ନିଜ ଭୋଟ ରଖିପାରନ୍ତା ସେ ଜାଗାରେ ବିଜେପି ନିଶ୍ଚିତ ଭାବେ ଜିତି ପାରିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା 31 ରେ ମତଦାନ ହେବ । ଏହାକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି କଂଗ୍ରେସ ଯଦି ନିଜ ଭୋଟ ରଖିପାରନ୍ତା ସେ ଜାଗାରେ ବିଜେପି ନିଶ୍ଚିତ ଭାବେ ଜିତି ପାରିବ ।

ଭୋଟ କିଣିବା ପାଇଁ ବିଜେଡି ଟେଣ୍ଡର ଡାକିଛି: ବିଷ୍ଣୁ ସେଠୀ

ବ୍ରଜରାଜନଗର ଉପନିର୍ବାଚନ ଆସନ୍ତା 31 ରେ ମତଦାନ ହେବ । ଏହାକୁ ନେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି କଂଗ୍ରେସ ଯଦି ନିଜ ଭୋଟ ରଖିପାରନ୍ତା ସେ ଜାଗାରେ ବିଜେପି ନିଶ୍ଚିତ ଭାବେ ଜିତି ପାରିବ । କଂଗ୍ରେସ ତାର ଭୋଟ ରଖିବା ଦରକାର । କିଛି ଲୋକ ଅଛନ୍ତି କଂଗ୍ରେସର ଯେଉଁମାନେ ବିଜେଡି ବିରୋଧୀ ।

କିଛି ଲୋକ ବିଜେପି କୁ ସପୋର୍ଟ କରନ୍ତି । ଭୋଟ କିଣିବା ପାଇଁ ବିଜେଡି ଟେଣ୍ଡର ଡାକିଛି । ବ୍ରଜରାଜନଗରରେ ବିଜେପି ର ସ୍ଥିତି ଭଲ ଅଛି କହିଲେ ବିଷ୍ଣୁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.