ETV Bharat / city

Panchayat Election: କୋଭିଡ ନିୟନ୍ତ୍ରଣରେ ଅଛି, କଟକଣା କୋହଳ କରାଯାଉ କହିଲା BJP

author img

By

Published : Feb 1, 2022, 9:17 PM IST

Panchayat Election: କୋଭିଡ ନିୟନ୍ତ୍ରଣରେ ଅଛି, କଟକଣା କୋହଳ କରାଯାଉ କହିଲା BJP
Panchayat Election: କୋଭିଡ ନିୟନ୍ତ୍ରଣରେ ଅଛି, କଟକଣା କୋହଳ କରାଯାଉ କହିଲା BJP

କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପଞ୍ଚାୟତ ନିର୍ବାଚନୀ ପ୍ରଚାରରେ କଟକଣା କୋହଳ ପାଇଁ ବିଜେପିର ଦାବି । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ କଟକଣା କୋହଳ କରିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ବର୍ତ୍ତମାନ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାକୁ କଟକଣା କୋହଳ କରିବା ଉଚିତ୍ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

Panchayat Election: କୋଭିଡ ନିୟନ୍ତ୍ରଣରେ ଅଛି, କଟକଣା କୋହଳ କରାଯାଉ କହିଲା BJP

ସେ କହିଛନ୍ତି ଯେ, ଅନ୍ୟ ୫ ରାଜ୍ୟରେ ୧୦୦୦ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଛି । ଆମ ରାଜ୍ଯରେ ବର୍ତ୍ତମାନ କୋଭିଡି ସ୍ଥିତି ନିୟନ୍ତ୍ରଣରେ ରହିଛି । ତେଣୁ ନିହାତି ଭାବରେ କଟକଣା କୋହଳ ହେବାର ଆବଶ୍ୟକତା ରହିଛି । ଓଡିଶାରେ ସର୍ବନିମ୍ନ ୫୦୦ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର କରିବାକୁ ଅନୁମତି ମିଳୁ ବୋଲି ବିଜେପି ସମ୍ପାଦକ ଗୋଲକ ମହାପାତ୍ର ଦାବି କରିଛନ୍ତି ।


ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.