ETV Bharat / city

ଭାରତ ବନ୍ଦ: ବାଣୀବିହାର ପେଟ୍ରୋଲ ପମ୍ପରେ NYCSର ହଙ୍ଗାମା

author img

By

Published : Dec 8, 2020, 12:03 PM IST

Updated : Dec 8, 2020, 12:15 PM IST

ଭାରତ ବନ୍ଦ ଡାକରା: ବାଣୀବିହାର ପେଟ୍ରୋଲ ପମ୍ପରେ NYCSର ହଙ୍ଗାମା
ଭାରତ ବନ୍ଦ ଡାକରା: ବାଣୀବିହାର ପେଟ୍ରୋଲ ପମ୍ପରେ NYCSର ହଙ୍ଗାମା

ଭାରତ ବନ୍ଦ ବେଳେ ରାଜଧାନୀରେ ଉତ୍ତେଜନା । ବାଣୀବିହାର ପେଟ୍ରୋଲ ପମ୍ପରେ ଖୋଲା ଥିବା ନେଇ ହଙ୍ଗାମା କଲେ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ କର୍ମକର୍ତ୍ତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଭୁବନେଶ୍ବର: ଭାରତ ବନ୍ଦ ବେଳେ ରାଜଧାନୀରେ ଉତ୍ତେଜନା । ବାଣୀବିହାର ପେଟ୍ରୋଲ ପମ୍ପରେ ଖୋଲା ଥିବା ନେଇ ହଙ୍ଗାମା କଲେ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ କର୍ମକର୍ତ୍ତା । ଏନେଇ ପେଟ୍ରୋଲ ପମ୍ପରେ ଠେଙ୍ଗା ବାଡି ଧରି କର୍ମଚାରୀଙ୍କୁ ବନ୍ଦ କରିବାକୁ କହିଥିଲେ ।

ଭାରତ ବନ୍ଦ: ବାଣୀବିହାର ପେଟ୍ରୋଲ ପମ୍ପରେ NYCSର ହଙ୍ଗାମା

ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ନେଇଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଖବରପାଇ ପିସିଆର ୫ ସମେତ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଘଉଡାଇଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Dec 8, 2020, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.