ETV Bharat / city

JNU ଛାତ୍ର ଆନ୍ଦୋଳନକୁ AISFର ସମର୍ଥନ

author img

By

Published : Nov 20, 2019, 10:59 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଜେଏନୟୁରେ ଫି' ବୃଦ୍ଧି ବୋରିଧରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ଛାତ୍ର ସଂଘ ପକ୍ଷର ସମର୍ଥନ । ରାଜଧାନୀ ଭୁବନେଶ୍ବର ଏଆଇଏସଏଫ ଛାତ୍ରଙ୍କ ପ୍ରତିବାଦ ।

ଭୁବନେଶ୍ବର: ସର୍ବଭାରତୀୟ ଛାତ୍ର ସଂଘ ପକ୍ଷ (AISF)ରୁ ମାଷ୍ଟରକ୍ୟାଣ୍ଟିନ ଠାରେ ଜଵାହାରଲାଲ ନେହେରୁ ଵିଶ୍ଵଵିଦ୍ୟାଳୟ (ଜେଏନୟୁ) ର ଵିଭିନ୍ନ ଫି ଵୃଦ୍ଧି ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୋଲିସର ଲାଠିଚାର୍ଜ ପ୍ରତିବାଦରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଜେଏନୟୁରେ ଫି' ବୃଦ୍ଧି ଯୋଗୁଁ ଅନେକ ମେଧାଵୀ ଛାତ୍ର ଛାତ୍ରୀ ଵିଶ୍ଵଵିଦ୍ୟାଳୟ ଶିକ୍ଷାରୁ ଵଞ୍ଚିତ ହେଵେ ଓ ଏହି ନିଷ୍ପତ୍ତି ଵିରୋଧରେ ପ୍ରତିଵାଦ କରୁଥିଵା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ବଳ ପୂର୍ବକ ଲାଠି ଚାର୍ଜ କରିଥିଲା । ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ଓ ଅନେକ ଗିରଫ ହୋଇଛନ୍ତି ବୋଲି ଅଭିଯୋଗ କରିଛି AISF ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:AISF ମାଷ୍ଟରକ୍ୟାଣ୍ଟିନ,ଭୁବନେଶ୍ୱରଠାରେ ଜଵାହାର ଲାଲ ନେହେରୁ ଵିଶ୍ଵ ଵିଦ୍ଯାଳୟର ଵିଭିନ୍ନ ଫିଜ ୬୦୦ଗୁଣ ପର୍ଯ୍ଯନ୍ତ ଵୃଦ୍ଧି ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବର୍ବର ଆକ୍ରମଣ ପ୍ରତିବାଦରେ ପ୍ଲାକାର୍ଡ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଫି' ବୃଦ୍ଧି ଯୋଗୁଁ ଅନେକ ମେଧାଵୀ ଛାତ୍ର ଛାତ୍ରୀ ଵିଶ୍ଵ ଵିଦ୍ଯାଳୟ ଶିକ୍ଷାରୁ ଵଞ୍ଚିତ ହେଵେ ଓ ଏହି ନିଷ୍ପତ୍ତି ଵିରୋଧରେ ପ୍ରତିଵାଦ କରୁଥିଵା ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଆକ୍ରମଣ କରି ଅନେକ ଛାତ୍ର ଛାତ୍ରୀଙ୍କୁ ଆହତ କରିଛନ୍ତି,ଅନେକ ଛାତ୍ର ଛାତ୍ରୀଙ୍କୁ ଗିରଫ କରିଛନ୍ତି।ଆମ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କୁ ନିଶୁଳ୍କ ଓ ବାଧ୍ଯତାମୂଳକ ଶିକ୍ଷାର ଆଵଶ୍ଯକତାକୁ କୁଠାରାଘାତ କରି ମୋଦି ନେତୃତ୍ଵାଧୀନ ଫାସିଵାଦୀ ଵିଜେପି ସରକାର ଶିକ୍ଷା ଵେପାର କମ୍ପାନୀମାନଙ୍କ ଅସୁମାରୀ ଲାଭ ପାଇଁ ଉନ୍ମୁକ୍ତ କରିଛନ୍ତି ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି।AISFର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି ଯେ,ଜେଏନୟୁରେ ଜିଜିଆକର ଵୃଦ୍ଧିରେ ସଫଳ ହେଲେ ଵାକି ସଵୁଆଡେ ସଫଳ ହେଵ ଏଵଂ ଦେଶର ଆର୍ଥିକ ଓ ସାମାଜିକ ଦୁର୍ଵଳ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଅସମ୍ଭଵ ହୋଇ ପଡିଵ ।
ଏହି ଜେଏନୟୁ ଛାତ୍ର ଆନ୍ଦୋଳନକୁ ଦେଶଵ୍ଯାପୀ ସମର୍ଥନ କରି ଛାତ୍ର ଆନ୍ଦୋଳନ ସଂଗଠିତ ହେଵା ଆଵଶ୍ଯକ ବୋଲି AISF ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହି ପ୍ରତିବାଦରେ ୨୦ରୁ ଉର୍ଦ୍ଧ୍ୱ ଯୁବ-ଛାତ୍ର ଯୋଗଦେଇଥିଲେ।

Body:
ଜେଏନୟୁ ଫି' ବୃଦ୍ଧି ଯୋଗୁଁ ଅନେକ ମେଧାଵୀ ଛାତ୍ର ଛାତ୍ରୀ ଵିଶ୍ଵ ଵିଦ୍ଯାଳୟ ଶିକ୍ଷାରୁ ଵଞ୍ଚିତ ହେଵେ ଓ ଏହି ନିଷ୍ପତ୍ତି ଵିରୋଧରେ ପ୍ରତିଵାଦ କରୁଥିଵା ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଆକ୍ରମଣ କରି ଅନେକ ଛାତ୍ର ଛାତ୍ରୀଙ୍କୁ ଆହତ କରିଥିବା ଘଟଣା ରେ ରାଜଧାନୀ ଭୁବନେଶ୍ବର ଏଆଇଏସଏଫ ଛାତ୍ର ଙ୍କ ପ୍ରତିବାଦ

AISF ମାଷ୍ଟରକ୍ୟାଣ୍ଟିନ,ଭୁବନେଶ୍ୱରଠାରେ ଜଵାହାର ଲାଲ ନେହେରୁ ଵିଶ୍ଵ ଵିଦ୍ଯାଳୟର ଵିଭିନ୍ନ ଫିଜ ୬୦୦ଗୁଣ ପର୍ଯ୍ଯନ୍ତ ଵୃଦ୍ଧି ଓ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବର୍ବର ଆକ୍ରମଣ ପ୍ରତିବାଦରେ ପ୍ଲାକାର୍ଡ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଫି' ବୃଦ୍ଧି ଯୋଗୁଁ ଅନେକ ମେଧାଵୀ ଛାତ୍ର ଛାତ୍ରୀ ଵିଶ୍ଵ ଵିଦ୍ଯାଳୟ ଶିକ୍ଷାରୁ ଵଞ୍ଚିତ ହେଵେ ଓ ଏହି ନିଷ୍ପତ୍ତି ଵିରୋଧରେ ପ୍ରତିଵାଦ କରୁଥିଵା ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଆକ୍ରମଣ କରି ଅନେକ ଛାତ୍ର ଛାତ୍ରୀଙ୍କୁ ଆହତ କରିଛନ୍ତି,ଅନେକ ଛାତ୍ର ଛାତ୍ରୀଙ୍କୁ ଗିରଫ କରିଛନ୍ତି।ଆମ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କୁ ନିଶୁଳ୍କ ଓ ବାଧ୍ଯତାମୂଳକ ଶିକ୍ଷାର ଆଵଶ୍ଯକତାକୁ କୁଠାରାଘାତ କରି ମୋଦି ନେତୃତ୍ଵାଧୀନ ଫାସିଵାଦୀ ଵିଜେପି ସରକାର ଶିକ୍ଷା ଵେପାର କମ୍ପାନୀମାନଙ୍କ ଅସୁମାରୀ ଲାଭ ପାଇଁ ଉନ୍ମୁକ୍ତ କରିଛନ୍ତି ବୋଲି ଛାତ୍ରସଂଘ ପକ୍ଷରୁ କୁହାଯାଇଛି।AISFର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି ଯେ,ଜେଏନୟୁରେ ଜିଜିଆକର ଵୃଦ୍ଧିରେ ସଫଳ ହେଲେ ଵାକି ସଵୁଆଡେ ସଫଳ ହେଵ ଏଵଂ ଦେଶର ଆର୍ଥିକ ଓ ସାମାଜିକ ଦୁର୍ଵଳ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଅସମ୍ଭଵ ହୋଇ ପଡିଵ ।
ଏହି ଜେଏନୟୁ ଛାତ୍ର ଆନ୍ଦୋଳନକୁ ଦେଶଵ୍ଯାପୀ ସମର୍ଥନ କରି ଛାତ୍ର ଆନ୍ଦୋଳନ ସଂଗଠିତ ହେଵା ଆଵଶ୍ଯକ ବୋଲି AISF ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହି ପ୍ରତିବାଦରେ ୨୦ରୁ ଉର୍ଦ୍ଧ୍ୱ ଯୁବ-ଛାତ୍ର ଯୋଗଦେଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.