ETV Bharat / city

ଗାଁ ଦାଣ୍ଡରେ ବିସ୍ଫୋରଣ, 3 ଛାତ୍ର ଗୁରୁତର ଆହତ

author img

By

Published : Mar 3, 2020, 10:18 AM IST

Updated : Mar 3, 2020, 1:19 PM IST

blast in ganjam
ଗାଁ ଦାଣ୍ଡରେ ବିସ୍ଫୋରଣ, 3 ଛାତ୍ର ଗୁରୁତର ଆହତ

10:06 March 03

ଗାଁ ଦାଣ୍ଡରେ ବିସ୍ଫୋରଣ, 3 ଛାତ୍ର ଗୁରୁତର ଆହତ

ଗାଁ ଦାଣ୍ଡରେ ବିସ୍ଫୋରଣ, 3 ଛାତ୍ର ଗୁରୁତର ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ସୋମପୁର ଗ୍ରାମରେ ବିସ୍ଫୋରଣ । ଗ୍ରାମର ରାଜେନ୍ଦ୍ର ଗୌଡ, ଶ୍ରୀଧର ଗୌଡ ଏବଂ ବାଦଲ ଗୌଡ ନିଜ ଗ୍ରାମର ରାସ୍ତାରେ କୌଣସି ସ୍ଥାନରୁ ପାଇଥିବା ଏକ ବ୍ୟାଟେରି ନେଇ ଖେଳୁଥିବା ସମୟରେ ବିସ୍ଫୋରଣ ହୋଇଥିଲା ବ୍ୟାଟେରୀ । 3 ଛାତ୍ର ଗୁରୁତର ଆହତ । 

ସେମାନଙ୍କୁ ପ୍ରଥମେ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ପାଖରେ ଥିବା ପଥର କୁଆଁରୀରୁ 3 ଛାତ୍ର ଏହି ବ୍ୟାଟେରୀ ନେଇଥିବା ଅନୁମାନ କରାଯାଉଛି । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated :Mar 3, 2020, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.