ETV Bharat / bharat

12 ଥର ପାଇଁ ପୁଣି ବଢିଲା ତେଲ ଦର

author img

By

Published : Feb 20, 2021, 9:22 AM IST

12 ଥର ପାଇଁ ପୁଣି ବଢିଲା ତେଲ ଦର
12 ଥର ପାଇଁ ପୁଣି ବଢିଲା ତେଲ ଦର

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ବେଲଗାମ ଭାବେ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ଦିଲ୍ଲୀରେ 12 ଥର ପାଇଁ ପୁଣି ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା 37 ପଇସା ବୃଦ୍ଧି ପାଇ 80.97 ଟଙ୍କାରେ ପହଞ୍ଚିଛି ।

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର । ଦିଲ୍ଲୀରେ 12 ଥର ପାଇଁ ପୁଣି ବଢିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା 39 ପଇସା ବୃଦ୍ଧି ପାଇ 90.58 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା 37 ପଇସା ବୃଦ୍ଧି ପାଇ 80.97 ଟଙ୍କାରେ ପହଞ୍ଚିଛି ।

  • Petrol and diesel prices in Delhi stand at Rs 90.58 per litre (increase by 39 paise) and Rs 80.97 per litre (increase by 37 paise), respectively

    (file photo) pic.twitter.com/qR1UfbABC8

    — ANI (@ANI) February 20, 2021 " class="align-text-top noRightClick twitterSection" data=" ">

ଶୁକ୍ରବାର ଦର ବୃଦ୍ଧି ପାଇ ଦିଲ୍ଲୀରେ ପେଟ୍ରୋଲ ଦର 90.19 ଓ ଡିଜେଲ 80.60 ଟଙ୍କାରେ ପହଞ୍ଚିଛି । ସେପଟେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର 100 ଟଙ୍କା ଅତିକ୍ରମ କରିସାରିଲାଣି ।

ସର୍ବୋପରି ମୁମ୍ବାଇରେ ତୈଳ ଦର 38 ପଇସା ବୃଦ୍ଧି ପାଇ 97 ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ 39 ପଇସା ବୃଦ୍ଧି ପାଇ 87.06ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.