ପ୍ରଥମ ଥର ନିର୍ବାଚନ ଲଢ଼ିବା ନେଇ କଣ କହିଲେ ବିଧାୟକ ପ୍ରାର୍ଥୀ ଲଳିତ ବେହେରା - BJP MLA candidate Lalit Behera

By ETV Bharat Odisha Team

Published : Apr 16, 2024, 4:20 PM IST

thumbnail

Reaction of BJP MLA candidate Lalit Behera: ଭୁବନେଶ୍ବର: ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଲଳିତ ବେହେରା। ଲଳିତଙ୍କୁ ବିଜେପି ରାଜନଗର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଦେଇଛି ଟିକେଟ। ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଲଳିତ ।    

ଏହା ମଧ୍ୟ ପଢ଼ନ୍ତୁ... 21 ଆସନରେ ବିଧାନସଭା ପ୍ରାର୍ଥୀ ଦେଲା ବିଜେପି: ରାଉରକେଲାରୁ ଦିଲ୍ଲୀପ, ଜଗତସିଂହପୁରରୁ ଅମରେନ୍ଦ୍ର - BJP Releases Candidates List

ପ୍ରଥମତଃ ଯୁବକ ଶକ୍ତି ଉପରେ ଭରସା କରି ଦଳ ଯୁବ ନେତୃତ୍ୱକୁ ଭରସା କରିଥିବାରୁ କେନ୍ଦ୍ର ଓ ରାଜ୍ୟର ଶୀର୍ଷ ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି "ଯୁବକ ମାନେ ମୋ ସହ ଅଛନ୍ତି, ବିଜେଡି ସହ ଜୋରଦାର ଲଢ଼େଇ ହେବ।" ଲୋକଙ୍କ ଭଲ ପାଇବା ଏବଂ ମୋଦିଙ୍କ ଲହର ତାଙ୍କୁ ରାଜନଗରରେ ଜିତାଇବ ବୋଲି ସେ କହିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ କରିବା ସହିତ ମୋଦିଙ୍କ ସ୍ବପ୍ନ ରାଜନଗରରେ ପୁରା କରି ଡବଲ ଇଞ୍ଜିନ ସରକାର କରିବେ ବୋଲି ସେ କହିଛନ୍ତି।   

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.