ଯାଜପୁର: କୋରେଇ ଷ୍ଟେସନରେ ଟ୍ରେନ ଦୁର୍ଘଟଣା ଘଟଣା । ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଅନେକ ଆହତ ହେଇଛନ୍ତି । ଦୁର୍ଘଟଣା ସମୟର କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । ଶୁଣନ୍ତୁ କଣ କହୁଛନ୍ତି ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ । ଇଟିଭି ଭାରତ, ଯାଜପୁର
Last Updated :Feb 3, 2023, 8:33 PM IST