ଓଡିଶା

odisha

ଜୟପୁର ସହରରୁ ୧୪ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

By

Published : Sep 20, 2021, 8:07 PM IST

ଜୟପୁର ସହରରୁ ୧୪ ହଜାର ଟଙ୍କାର ବ୍ରାଉନ ସୁଗର ଜବତ, ୩ ଗିରଫ

ଜୟପୁରର ସହରରୁ ବ୍ରାଉନସୁଗାର ଜବତ । ସେମାନଙ୍କ ନିକଟରୁ ୨.୭୧ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

କୋରାପୁଟ:ସହରରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ଆଉ ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପୁର ଟାଉନ ଥାନା ପୋଲିସ ।

ଜୟପୁର ସହରରୁ ୧୪ ହଜାର ଟଙ୍କାର ବ୍ରାଉନ ସୁଗର ଜବତ, ୩ ଗିରଫ

ସୂଚନାନୁସାରେ ଜୟପୁର ସହରରୁ କୋରାପୁଟ ଜିଲ୍ଲାକୁ ଯିବା ରାସ୍ତା ନିକଟରେ ଥିବା ଗାଟେଗୁଡା ଆମ୍ବ ବଗିଚା ନିକଟରେ ଚଢାଉ କରି ୨.୭୧ ଗ୍ରାମ ବ୍ରାଉନ ସୁଗାର ସହ 2ଟି ବାଇକ, 3ଟି ମୋବାଇଲ ଓ 1400 ଟଙ୍କା ଜବତ କରାଯାଇଥିବା ନେଇ ଟାଉନ ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି ।


କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details