VIRAL VIDEO: ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀ, କେନ୍ଦ୍ରମନ୍ତ୍ରୀ ଅନୁରାଗଙ୍କ ଜବରଦସ୍ତ ଡାନ୍ସ

By

Published : May 24, 2022, 10:52 PM IST

thumbnail

ସିମଲା: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର(Union Minister Anurag Thakur)ଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଅନୁରାଗ ଗୀତର ତାଳେ ତାଳେ ନାଚୁଥିବା (Anurag Thakur dances Video )ଦେଖିବାକୁ ମିଳିଛି । ଗତକାଲି(ସୋମବାର) ଅନୁରାଗଙ୍କ ପିତାମାତା ବିବାହ ବାର୍ଷିକୀର ଗୋଲ୍ଡେନ ଜୁବଲୀ ତଥା ୫୦ ବର୍ଷ ପାଳନ କରୁଥିବା ବେଳେ ଏହି ଖୁସିର ଅବସରରେ ସେ ନାଚିଛନ୍ତି । ଅନୁରାଗଙ୍କ ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.