ଇଟିଭି ଡିଜିଟାଲ ଡାଏଲଗରେ ଓଡିଶା ଡାଏଲଗ ପ୍ରତିଷ୍ଠାତା-ନିର୍ଦ୍ଦେଶକ ରାଜେଶ ମହାପାତ୍ର

By

Published : Mar 20, 2021, 6:14 PM IST

thumbnail

ଭୁବନେଶ୍ବର: ଇଟିଭି ଭାରତ ‘ଡିଜିଟାଲ ଡାଏଲଗ’ରେ ‘ଓଡିଶା ଆଲୋଚନାଚକ୍ର ତଥା ଓଡିଶା ଡାଏଲଗ’ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ରାଜେଶ ମହାପାତ୍ର । ଦୁର୍ଗମ ମାଲକାନଗିରି ଚିତ୍ରକୋଣ୍ଡାରୁ ଦିଲ୍ଲୀ ଯାତ୍ରା । ଦୁଇ ଦଶନ୍ଧୀ ଧରି ଅନେକ ପ୍ରତିଷ୍ଠିତ ଗଣମାଧ୍ୟରେ ସମ୍ପାଦକୀୟ ଦାୟିତ୍ବ । ପୁଣି ଏବେ ଓଡିଶା ... 90 ଦଶକ ପରେ ରାଜ୍ୟ କେତେ କେଉଁ କ୍ଷେତ୍ରରେ ହୋଇଛି ପରିବର୍ତ୍ତନ । କେମିତି ଦେଖନ୍ତି ରାଜ୍ୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଭବିଷ୍ୟତ, ରଖିଲେ ଖୋଲା ମତ । ଗଠନ କରିଥିବା ଓଡିଶା ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଭବିଷ୍ୟତକୁ ନେଇ କହିଲେ ବଡ କଥା... ଦେଖନ୍ତୁ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.