ମହାମାୟାଙ୍କ ମହାନବମୀ, ଦେଖନ୍ତୁ କଟକ ସେକ ବଜାର ଦୁର୍ଗାପୂଜା

By

Published : Oct 4, 2022, 1:44 PM IST

thumbnail

ସର୍ବ ମଙ୍ଗଳ ମାଙ୍ଗଲ୍ୟ ଶିବେ ସର୍ବାଥେ ସାଧିକେ, ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ । ଆଜି ମହମାୟାଙ୍କ ମହାନବମୀ । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ସହରର ସମସ୍ତ ପୂଜା ମଣ୍ଡପ । ମା'ଙ୍କ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ ଲାଗିଛି । ସିଲଭର ସିଟିର ବାଉନ ବଜାର ତେପନ ଗଳିରେ ପୂଜା ପାଉଛନ୍ତି ଜଗତଜନନୀ । କଟକ ସେକ୍‌ ବଜାର ପୂଜା ମଣ୍ଡପ ଯାହାକି ଦ୍ୱିତୀୟ ମଣ୍ଡପ ଭାବରେ ଚାନ୍ଦି ମେଢ଼ କରାଯାଇଥିଲା । ଏହି ମଣ୍ଡପର ସମସ୍ତ ଦେବା ଦେବୀଙ୍କର ସୁନା ମକୁଟ । ପ୍ରାୟ ୬ କେଜି ସୁନାରେ ମୁକୁଟ ପ୍ରସ୍ତୁତ କରାଯାଇଛି । ତେବେ ସେକ ବଜାର ପୂଜା ମଣ୍ଡପରେ କେମିତି ଚାଲିଛି ପୂଜା ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.