ମା'ଙ୍କ ମହାଷ୍ଟମୀ ପୂଜା, ଷ୍ଟେସନ ବଜାର ପୂଜା ମଣ୍ଡପରେ ଭକ୍ତଙ୍କ ଖଚାଖଚ ଭିଡ

By

Published : Oct 3, 2022, 5:11 PM IST

thumbnail

ଭୁବନେଶ୍ବର: ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଭୁବନେଶ୍ବର ଷ୍ଟେସନ ବଜାର ପୂଜା ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା କରାଯାଉଛି । ଦୀର୍ଘ ଦୁଇ ବର୍ଷ ପରେ ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ଭକ୍ତଙ୍କ ଭିଡ ଜମୁଛି । ଏନେଇ ଷ୍ଟେସନ ବଜାର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.