ଚାଷ ଜମିରେ ଆଜାଦି କା ଅମୃତ ମହୋତ୍ସବ ପାଳିଲେ କୃଷକ

By

Published : Aug 14, 2022, 8:11 PM IST

Updated : Aug 15, 2022, 11:37 AM IST

thumbnail

ଚାଷ ଜମିରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳିଲେ କୃଷକ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସମଗ୍ର ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ଉତ୍ସବକୁ ସ୍ମରଣୀୟ କରିବାକୁ ପ୍ରତିଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ହର ଘର ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ଗ୍ରାମପଞ୍ଚାୟତର ଯୁବ ଛାତ୍ର ଓ କୃଷକ ଭାଇମାନେ ଚାଷ ଜମିରେ ତ୍ରିରଙ୍ଗା ଉଡାଇ ନିଆରା ବାର୍ତ୍ତା ବାଣ୍ଟିଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା

Last Updated : Aug 15, 2022, 11:37 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.