ମଣ୍ଡପରେ ମାଆଙ୍କ ମହାଷ୍ଟମୀ ପୂଜା, ଜମୁଛି ଭକ୍ତଙ୍କ ଭିଡ଼

By

Published : Oct 3, 2022, 1:26 PM IST

thumbnail

ମନ୍ତ୍ର ଘଣ୍ଟବାଦ୍ୟରେ ପ୍ରକମ୍ପିତ ହେଉଛି ସହରଠୁ ପଲ୍ଲୀ । ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ଆଗମନରେ ପୁରା ପରିବେଶ ଉତ୍ସବ ମୁଖର । ଦୁଇବର୍ଷ ବ୍ୟବଧାନ ଓ କଟକଣା ପରେ ମା'ଙ୍କ ଦର୍ଶନ କରୁଛନ୍ତି ଭକ୍ତ । ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠରେ ମା'ଙ୍କ ପୂଜାର୍ଚ୍ଚନା ଚାଲିଛି । ଆଜି ମହାଷ୍ଟମୀରେ ମା'ଙ୍କ ପାଖରେ ଭୋଗ ଡାଲା ଲାଗି ହୋଇଛି । ଏହି ପରିପ୍ରକ୍ଷୀରେ ସହରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.