ମାଆଙ୍କ ସହ ବାଲକୋନିରେ ନଜର ଆସିଲେ ବାବୁସାନ

By

Published : Jul 28, 2022, 1:00 PM IST

thumbnail

ଭୁବନେଶ୍ବର: ବାଲକୋନିରେ ମାଆଙ୍କ ସହ ନଜର ଆସିଲେ ବାବୁସାନ । ହାତ ଯୋଡି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସମୟ ଆସିଲେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି ପ୍ରତିକ୍ରିୟା ରଖିଲେ । ''ମୁଁ ମୋ ପରିବାର ସହ ଖୁସିରେ ଅଛି, ମୋ ଦେହ ଭଲ ନାହିଁ, ସୁସ୍ଥ ହେଲେ ଗଣମାଧ୍ୟମକୁ ଓ ଫ୍ୟାନ୍ସଙ୍କୁ ଭେଟି ମନର କଥା କହିବି ବୋଲି କହିଛନ୍ତି ବାବୁସାନ'' ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.