Babushaan Row: ଆପୋଷ ସମାଧାନ ଉଦ୍ୟମ କରୁଛନ୍ତି ରବି ମିଶ୍ର, ତୃପ୍ତି କହିଲେ will wait and watch

By

Published : Jul 29, 2022, 3:55 PM IST

Updated : Jul 29, 2022, 5:01 PM IST

thumbnail

ଭୁବନେଶ୍ବର: ବାବୁଶାନ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ମଧ୍ୟରେ ବିବାଦର ଆପୋଷ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଏନେଇ ଆପୋଷ ବୁଝାମଣା ପାଇଁ ତୃପ୍ତିଙ୍କ ଘରେ ପହଞ୍ଚିଛନ୍ତି ଅଭିନେତା ରବି ମିଶ୍ର । ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିବା ସହ ଖୁବଶୀଘ୍ର ଘଟଣାର ସମାଧାନ ହେବ ବୋଲି ସେ କହିଛନ୍ତି । ଏହାସହ ତୃପ୍ତିଙ୍କ ମାଉସୀ ସଂଗୀତା ପ୍ରହରାଜ ନିଜ ପ୍ରତିକ୍ରିୟା ରଖିଛନ୍ତି । ବାବୁଶାନ ଓ ତୃପ୍ତିଙ୍କ ପାରିବାରିକ ବିବାଦକୁ ନେଇ ‘i will wait and watch’ ଆଉ ପୁଅ ଭଲ ଅଛି ବୋଲି କହିଛନ୍ତି ତୃପ୍ତି । ବାବୁଶାନଙ୍କ ସହଯୋଗୀ ରବି ମିଶ୍ର ଉଭୟ ପରିବାର ମଧ୍ୟରେ ମଧ୍ୟସ୍ତି କରୁଥିବା ସୂଚନା ମିଳିଛି । ଇଟିଭି ଭାରତ,ଭୁବନେଶ୍ବର

Last Updated : Jul 29, 2022, 5:01 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.