ଭାରତ ବନ୍ଦର ଦ୍ବିତୀୟ ଦିନ: କେମିତି ରହିଛି ଭୁବନେଶ୍ବରର ପରିସ୍ଥିତି, ଦେଖନ୍ତୁ ଭିଡିଓ

By

Published : Mar 29, 2022, 1:53 PM IST

Updated : Feb 3, 2023, 8:21 PM IST

thumbnail

ଭୁବନେଶ୍ବର: ଭାରତ ବନ୍ଦର ଆଜି ଦ୍ବିତୀୟ ଦିନ । ଏନେଇ ଆଜିବି ବିଭିନ୍ନ ସ୍ଥାନରେ ଟ୍ରେଡ ୟୁନିୟନର ଧାରଣା ଓ ବିକ୍ଷୋଭ ଦେଖିବାକୁ ମିଳିଛି । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଛି। ବ୍ୟାଙ୍କ ସହିତ ବୀମା କମ୍ପାନୀ ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ପ୍ରଥମ ଦିନର ବନ୍ଦ ଡାକରା ବେଳେ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ରହିଥିଲା । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.