ଧବଳେଶ୍ବର ଘାଟରେ ଡଙ୍ଗା ଭସାଇଲେ କେନ୍ଦ୍ରମନ୍ତ୍ରୀ

By

Published : Nov 19, 2021, 10:34 AM IST

thumbnail

କଟକ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଡ଼ଙ୍ଗା ଭସାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଧବଳେଶ୍ବର ଘାଟରେ ଆଜି ଡ଼ଙ୍ଗା ଭସାଇଛନ୍ତି କେନ୍ଦ୍ରମନ୍ତ୍ରୀ। ନଗର ବିଜେପି କର୍ମୀଙ୍କ ସହ ନଦୀରେ ଆଳତି କରିବା ପରେ ଡ଼ଙ୍ଗା ଭସାଇଥିଲେ ସେ । ଏହା ପରେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ନଦୀ ଓ ପରିବେଶର କିପରି ସୁରକ୍ଷା କରଯାଇ ପାରିବ ତାହା ଉପରେ ମଧ୍ୟ ଆଲୋଚନା କରିଛନ୍ତି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.