ନିର୍ବାଚନ ନେଇ ବିଜେପି ପ୍ରାର୍ଥୀ ରାଜକିଶୋରଙ୍କ ସହ ଆଲୋଚନା

By

Published : Nov 3, 2020, 6:17 PM IST

Updated : May 13, 2021, 2:28 PM IST

thumbnail

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଯାହାକୁ ନେଇ ପ୍ରାର୍ଥୀମନେ ବୁଥ ବୁଥ ବୁଲି ନିଜ ସମର୍ଥକଙ୍କୁ ଉତ୍ସାହିତ କରୁଛନ୍ତି । ଭୋଟ ସାରିବାକୁ 30 ମିନିଟ ବାକି ଥିବା ବେଳେ ଆମ ସହ ଭେଟ ହୋଇଥିଲେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା । ନଥିଲା କର୍ମୀଙ୍କ ହୋହଲ୍ଲା, କି ପ୍ରଚାର କରୁଥିବା ଡ଼ାକବାଜି ଯନ୍ତ୍ରର ଚିତ୍କାର। ମନ ଖୋଲି କଥା ହୋଇଥିଲେ ବିଜେପି ପ୍ରାର୍ଥୀ ରାଜକିଶୋର । ବିଜେପି ବିଜୟ ହେବ ବୋଲି ଦୃଢକ୍ତି ପ୍ରକାଶ କରିବା ସହ ଲୋକେ ଅସନ୍ତୋଷର ଫଳ ତାଙ୍କୁ ଫାଇଦା ଦେବ ବୋଲି କହିଥିଲେ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : May 13, 2021, 2:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.