ସାମାଜିକ ଦୂରତାକୁ ନେଇ ରାଜଧାନୀରେ ଚଢ଼ାଉ, ଟାର୍ଗେଟରେ ରାସ୍ତାକଡ ଦୋକାନ

By

Published : Sep 13, 2020, 5:32 PM IST

thumbnail

ଭୁବନେଶ୍ବର: ସାମାଜିକ ଦୂରତାକୁ ନେଇ ରାଜଧାନୀରେ ଚଢ଼ାଉ । ରାଜଧାନୀର ବିଭିନ୍ନ ସ୍ଥାନରେ ସୋସିଆଲ ଡିଷ୍ଟାନସ ସ୍କ୍ବାଡ଼ର ଛାନଭିନ। ସାମାଜିକ ଦୂରତା ମାସ୍କ ଉପରେ ଗୁରୂତ୍ବ । ପାନ ଦୋକାନି, ଚା, ଗୁପଚୁପ ଦୋକାନ ସହ ଫୁଡ଼ଷ୍ଟଲ ରୋଲ ଓ ଚାଉମିନ ଦୋକାନରେ ଛାନଭିନ କରିଛନ୍ତି ଟିମ । ଡିସିପି ସିକୁରିଟିଙ୍କ ନେତୃତ୍ବରେ ମାର୍କେଟ ଵିଲଡିଂ ଓ ରାମ ମନ୍ଦିର କଡ଼ ଫୁଡ଼ ଷ୍ଟଲ ସମେତ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରି ସଚେତନ କରିବା ସହ ନିୟମ ଉଲଙ୍ଘନକାରୀଙ୍କ ଠୁ ଫାଇନ ଆଦାୟ କରିଛନ୍ତି । ଏନେଇ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି । ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.