ୟସ ଗଲା ପରେ ବେହାଲ ସିନ୍ଦୋଳ ପଞ୍ଚାୟତ

By

Published : May 26, 2021, 5:07 PM IST

thumbnail

ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁଆ ଗାଁରେ ତାଣ୍ଡବ ରଚିଛି ବାତ୍ୟା ୟସ । ପ୍ରବଳ ମାତ୍ରାରେ ପବନ ଜନିତ ବର୍ଷା ଯୋଗୁଁ ବେହାଲ ହୋଇଛି ସମଗ୍ର ଗାଁ । ଅଧିକ ପଢନ୍ତୁ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.