ପଦ୍ମଶ୍ରୀ କମଳା ପୂଜାରୀ; ବୟସର ଅପରାହ୍ନରେ ବି କରନ୍ତି ବିଶ୍ବକୁ ଅନୁପ୍ରାଣିତ

By

Published : Mar 7, 2020, 5:28 PM IST

thumbnail

କୋରାପୁଟ: ସମୟ ସହ ବଦଳିବାରେ ଲାଗିଛି ଚାଷ କାର୍ଯ୍ୟର ପ୍ରଣାଳୀ । ଆଧୁନିକତା ଭିତରେ ଲୋପ ପାଇବାକୁ ବସିଲାଣି ପାରମ୍ପରିକ ପଦ୍ଧତି । ଏମିତିରେ ପାରମ୍ପରିକ ଧାନ ଚାଷକୁ ଆଜିର ପୀଢି ପାଖରେ ପହଞ୍ଚାଇ ପାରିଛନ୍ତି ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୋରାପୁଟ ଜିଲ୍ଲା ପାତ୍ରପୁଟର କମଳା ପୂଜାରୀ । ଯିଏ ଜୀବନରେ କାହାଠାରୁ କିଛି ନେବାଠାରୁ କାହାକୁ କିଛି ଦେବାରେ ଅଧିକ ଆନନ୍ଦ ଅନୁଭବ କରିଥାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.