ଆଜି ମହାମାୟାଙ୍କ ମହାଷ୍ଟମୀ, ଚାନ୍ଦିନୀଚୌକ ପୂଜା ମଣ୍ଡପରୁ ଦେଖନ୍ତୁ ମା’ଙ୍କ ପୂଜା

By

Published : Oct 13, 2021, 12:35 PM IST

thumbnail

କଟକ: ଆଜି ପବିତ୍ର ମହାଷ୍ଟମୀ ପୂଜା । ସହରର ସମସ୍ତ ପୂଜାମଣ୍ଡପରେ ଅଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି । ପୂଜକଙ୍କ ପୂଜା ପାଠରେ ପ୍ରକମ୍ପିତ ହୋଇ ଉଠିଛି ପୂଜା ମଣ୍ଡପ । କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରୁ ଦେଖନ୍ତୁ ମହାଷ୍ଟମୀ ପୂଜା । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.