ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡଯନ୍ତ୍ର, କଂଗ୍ରେସ ଉପରେ ବର୍ଷିଲା ବିଜେପି

By

Published : Jan 9, 2022, 2:18 PM IST

thumbnail

କଟକ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡଯନ୍ତ୍ର ପାଇଁ ଜୋର ଧରିଛି ଆନ୍ଦୋଳନ । ଏନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ଏହାକୁ ବିରୋଧ କରି କଟକ ନଗର ବିଜେପି ପକ୍ଷରୁ ପୁରୀ ଘାଟ ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମଉନ ଆନ୍ଦୋଳନ କରିଛି ବିଜେପି । 100 ବର୍ଷରୁ ଉର୍ଦ୍ଧ୍ବ ଜାତୀୟ ଦଳ ହୋଇ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏପରି ଆଚରଣ କରିବା ଏକ ସଙ୍ଗିନ ପ୍ରସଙ୍ଗ ବୋଲି କହିଲା ବିଜେପି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.