ଯଦୁପୁର ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର ସ୍ୱିକାରୋକ୍ତି ଭିଡ଼ିଓ ଭାଇରାଲ

By

Published : Feb 18, 2021, 9:37 PM IST

thumbnail

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣାର ଗିରଫ ଅଭିଯୁକ୍ତକୁ ନେଇ ପୁଣି ଚର୍ଚ୍ଚା । ନାବାଳିକାଙ୍କୁ କିପରି ହତ୍ୟା କରିଛି ସେନେଇ ଅଭିଯୁକ୍ତ ଜଣକ ମାନିଥିବା ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡ଼ିଓରେ ଅଭିଯୁକ୍ତକୁ କିଏ ପଚାରୁଛି ତାହା ସ୍ପଷ୍ଟ ହୋଇନ ଥିବାବେଳେ ଗିରଫ ବେଳେ ଏହି ଭିଡ଼ିଓ ସୁଟ କରାଯାଇଥିବା ଚର୍ଚ୍ଚା ହେଇଛି l ଏହି ଭିଡ଼ିଓକୁ ଚିଲଡ୍ରେନ କୋର୍ଟକୁ ଏସଆଇଟି ଦେଇଥିବା କୁହାଯାଉଛି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.