31ତମ ସଡକ ସୁରକ୍ଷା ସପ୍ତାହ: ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ

By

Published : Jan 11, 2020, 9:43 PM IST

thumbnail

ଭୁବନେଶ୍ବର: ଆରମ୍ଭ ହୋଇଛି 31ତମ ସଡକ ସୁରକ୍ଷା ସପ୍ତାହ । ଏନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେବା ସହ ଶନିବାର ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ସଡକ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଛି । କେବଳ ଅନୁଗୋଳ ନୁହେଁ ବିଭିନ୍ନ ଜିଲ୍ଲାରେ ଏନେଇ ଆରମ୍ଭ ହୋଇଛି ସଚେତନତା ଯାତ୍ରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.