ଟେବୁଲ ଟେନିସ ସ୍କିଲ୍‌ ଦେଖାଇଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, ଦେଖନ୍ତୁ ଭିଡିଓ

By

Published : Sep 26, 2021, 9:35 PM IST

thumbnail

ଜମ୍ମୁ ଓ କାଶ୍ମୀର ଗସ୍ତବେଳେ ଟେବୁଲ ଟେନିସ ଖେଳିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ସୋନାମାର୍ଗର ଏକ କ୍ଲବ୍‌ରେ ଟେବୁଲ ଟେନିସର ଜବରଦସ୍ତ ସଟ୍‌ ଖେଳିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ମନ୍ତ୍ରୀଙ୍କ ସଟ୍‌ରେ ପାଖରେ ଉପସ୍ଥିତ ଥିବା ଲୋକେ ତାଳି ମାରି ଉତ୍ସାହିତ ହେଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.