ବିମାନ ବନ୍ଦରରେ ସର୍ଟଶ ପିନ୍ଧି ଟ୍ରୋଲ ହେଲେ ରଶ୍ମିକା, ଦେଖନ୍ତୁ ଭିଡିଓ

By

Published : Jan 24, 2022, 6:40 PM IST

thumbnail

ହାଇଦ୍ରାବାଦ: ନ୍ୟାସନାଲ କ୍ରସ୍ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବଲିଉଡରେ ବି ରହିଛନ୍ତି ଅନେକ ପ୍ରଶଂସକ । ରଶ୍ମିକାଙ୍କ ଲୋକପ୍ରିୟତାର କ୍ରେଜ ହେଉଛି ଯେ ସୋସିଆଲ ମିଡିଆରେ ଆସିବା ମାତ୍ରେ ତାଙ୍କର ଯେକୌଣସି ପୋଷ୍ଟ ଭାଇରାଲ ହୋଇଯାଏ । ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା: ଦ ରାଇଜ୍' ପାଇଁ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଥିଲେ । ତେବେ ରବିବାର ମୁମ୍ବାଇ ବିମାନବନ୍ଦରରେ ରଶ୍ମିକାଙ୍କୁ ଦେଖିବାକୁ ମିଳିଥିଲା। ସେ ସର୍ଟସ୍‌ ସହ ହୁଡିରେ ବହୁତ ଷ୍ଟାଇଲିସ୍ ଏବଂ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ଏଥିପାଇଁ ଟ୍ରୋଲର ଶିକାର ହୋଇଛନ୍ତି ରଶ୍ମିକା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.