ମାର୍ଶାଘାଇରେ ଭୋଟରଙ୍କ ମୁଡ୍‌ ପରଖିଲା ଇଟିଭି ଭାରତ

By

Published : Feb 18, 2022, 1:03 PM IST

Updated : Feb 3, 2023, 8:17 PM IST

thumbnail

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ପର୍ଯ୍ୟନ୍ତ ଜାରି ରହିବ । ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରି ଭୋଟ ଦେଉଛନ୍ତି ଜନତା ଜନାର୍ଦ୍ଦନ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଓ ମାର୍ଶାଘାଇ ବ୍ଲକରେ ମତଦାନ ହେଉଥିବା ବେଳେ ମାର୍ଶାଘାଇ ପଞ୍ଚାୟତରେ କଣ ରହିଛି ଭୋଟରଙ୍କ ମୁଡ଼ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.