Protest against lumpy virus: ପ୍ରତିବାଦ ପାଇଁ ଗାଈ ସହ ଭୋଟ ଦେବାକୁ ଗଲେ କଲୋନୀବାସୀ

By

Published : Dec 1, 2022, 10:06 PM IST

Updated : Feb 3, 2023, 8:34 PM IST

thumbnail

ହାଇଦ୍ରାବାଦ: ଲମ୍ପି ଭାଇରସର (lumpy virus in Gujarat)ସଂକ୍ରମଣ ନେଇ ନିର୍ବାଚନରେ ଭିନ୍ନ ଧରଣର ପ୍ରତିବାଦ । ଗାଈ ଓ ବାଛୁରୀ ସହ ଭୋଟ ଦେବା ପାଇଁ ପୁଲିଂ ବୁଥରେ ପହଞ୍ଚିଲେ କଲୋନୀବାସୀ । ଏପରି ଘଟଣା ଗୁଜୁରାଟର ରଜକୋଟରେ ଦେଖିବାକୁ ମିଳିଛି । ଏଠାରେ ସ୍ଥାନୀୟ ମାଲଦାରୀ ସମ୍ପ୍ରଦାୟର ଲୋକମାନେ ଲମ୍ପି ଭାଇରସକୁ ବିରୋଧ ଏପରି ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସେମାନେ ପାରମ୍ପାରିକ ପୋଷାକ ପିନ୍ଧି ସାଙ୍ଗରେ ଗାଈ ଓ ବାଛୁରୀ ଧରି ପୁଲିଂ ବୁଥ ଆସିଥିଲେ । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.