ପାକିସ୍ତାନ ଫାଇନାଲରେ ପହଞ୍ଚିବା ପରେ ଭାରତକୁ ଅଖତରଙ୍କ କଟାକ୍ଷ, କହିଲେ ମେଲବର୍ଣ୍ଣରେ ଅପେକ୍ଷା କରିଛୁ

By

Published : Nov 10, 2022, 8:49 AM IST

Updated : Feb 3, 2023, 8:31 PM IST

thumbnail

ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ବାବର ଆଜମଙ୍କ ପାକିସ୍ତାନ ଟିମ୍ । ଏନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଭାରତକୁ ଫାଇନାଲରେ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଆମେ ଫାଇନାଲରେ ପ୍ରବେଶ କରି ସାରିଲୁଣି । ଟିମ୍ ଇଣ୍ଡିଆ ସହିତ ଫାଇନାଲ ମ୍ୟାଚ ଖେଳିବା ପାଇଁ ଆମେ ସମସ୍ତେ ଅପେକ୍ଷା କରି ରହିଛୁ । ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରୁ ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.