ମେରିଆ ବଜାର କେଶରପୁର ପୂଜା ମଣ୍ଡପର ନିଆରା ପରମ୍ପରା, ପୂଜାରେ ସାମିଲ ହୁଅନ୍ତି ମୁସଲିମ ଭକ୍ତ

By

Published : Oct 2, 2022, 5:16 PM IST

Updated : Feb 3, 2023, 8:28 PM IST

thumbnail

ଧରାବତରଣ କରିଛନ୍ତି ମା ଜଗତ ଜନନୀ । ଆଜି ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା'ଙ୍କର ସପ୍ତମୀ ପୂଜା । ତେବ କଟକରେ ମଧ୍ୟ ଧୂମଧାମରେ ପୂଜା ହେଉଥିବାବେଳେ, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଉଛି । ତେବେ କଟକ ମେରିଆ ବଜାର କେଶରପୁର ପୂଜା ମଣ୍ଡପ ଠାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଏହି ମଣ୍ଡପରେ କେବଳ ହିନ୍ଦୁ ନୁହଁନ୍ତି ବରଂ ମୁସଲିମ ଭକ୍ତ ମଧ୍ୟ ସାମିଲ ହୋଇ ଭାଇଚାରାର ଦିଗଦର୍ଶନ ଦେଇଥାନ୍ତି । ଏନେଇ କେଶରପୁର ପୂଜା ମଣ୍ଡପରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧୀ ନାରାୟଣ ସାହୁ ।

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.