INDvsBAN Test Match : ବିଜୟ ପରେ ଦଳକୁ ପ୍ରଶଂସା କଲେ ଅଧିନାୟକ କେ ଏଲ ରାହୁଲ

By

Published : Dec 18, 2022, 8:37 PM IST

Updated : Feb 3, 2023, 8:36 PM IST

thumbnail

ହାଇଦ୍ରାବାଦ: ଦଳକୁ ପ୍ରଶଂସା କଲେ ଅଧିନାୟକ କେ.ଏଲ. ରାହୁଲ । ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭାରତ ୧୮୮ ରନରେ ବିଜୟୀ ହୋଇଛି । ଏହି ବିଜୟର ଶ୍ରେୟ ଅଧିନାୟକ କେଏଲ ରାହୁଲ ଚେତେଶ୍ବର ପୂଜାରା, ଶୁଭମନ ଗିଲ, ଶ୍ରେୟସ ଆୟାର, ଏବଂ ଋଷଭ ପନ୍ତଙ୍କୁ ଦେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କର ବେଶ୍ ଦବଦବା ରହିଥିଲା । ଯାହାର ଫାଇଦା ଭାରତୀୟ ବ୍ୟାଟର ଦ୍ବିତୀୟ ଇନିଂସରେ ଉଠାଇଥିଲେ । ଏହି ବିଜୟ ପାଇଁ ଦଳର ସମସ୍ତ ଖେଳାଳିଙ୍କର ଯୋଗ ଦାନ ରହିଛି । ଏହି ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.